ଗୀତା ମାହାତ୍ମ୍ୟ: ଯତସାଂଖ୍ୟ ପ୍ରାପ୍ୟତେ ସ୍ଥାନାଂ ତଦ୍ୟଗୈରପି ଗମ୍ୟତେ। ଏବଂ ସାଂଖ୍ୟ ଚ ଯୋଗଂ ଚ ଯାଃ ପଶ୍ୟତି ସ ପଶ୍ୟତି।। | News Room Odisha

ଗୀତା ମାହାତ୍ମ୍ୟ: ଯତସାଂଖ୍ୟ ପ୍ରାପ୍ୟତେ ସ୍ଥାନାଂ ତଦ୍ୟଗୈରପି ଗମ୍ୟତେ। ଏବଂ ସାଂଖ୍ୟ ଚ ଯୋଗଂ ଚ ଯାଃ ପଶ୍ୟତି ସ ପଶ୍ୟତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯତସାଂଖ୍ୟ ପ୍ରାପ୍ୟତେ ସ୍ଥାନାଂ ତଦ୍ୟଗୈରପି ଗମ୍ୟତେ।
ଏବଂ ସାଂଖ୍ୟ ଚ ଯୋଗଂ ଚ ଯାଃ ପଶ୍ୟତି ସ ପଶ୍ୟତି।।

ହେ ଅର୍ଜ୍ଜୁନ ! ଜ୍ଞାନଯୋଗୀ ମାନଙ୍କ ଦ୍ୱାରା ପରମ ଧାମ ପ୍ରାପ୍ତ କରାଯାଏ, କର୍ମଯୋଗୀ ମାନଙ୍କ ଦ୍ୱାରା ମଧ୍ୟ ସେହି ପରମ ଧାମ ପ୍ରାପ୍ତ କରାଯାଏ। ତେଣୁ ଯେଉଁ ପୁରୁଷ ଜ୍ଞାନଯୋଗ ଓ କର୍ମଯୋଗ ଫଳ ରୂପେ ଏକ ବୋଲି ଦେଖନ୍ତି, ସିଏ ହିଁ ଯଥାର୍ଥ ଭାବରେ ସମଯୋଗୀ।

( ଗୀତା ୫ମ ଅ। ୫ମ ଶ୍ଲୋକ )