ସିଏମସି ନିର୍ବାଚନରେ ସିପିଆଇ, ସିପିଏମ ସହ କଂଗ୍ରେସର ମେଂଟ | News Room Odisha

ସିଏମସି ନିର୍ବାଚନରେ ସିପିଆଇ, ସିପିଏମ ସହ କଂଗ୍ରେସର ମେଂଟ

କଟକ-ଆଗାମୀ ସିଏମସି ନିର୍ବାଚନରେ CPI ଓ CPM ସହ କଂଗ୍ରେସ ମେଣ୍ଟ କରିବ । ମିଳିତ ସମ୍ବାଦିକ ସମ୍ମଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସିଏମସିୟ ମୋଟ ୫୯ଟି ୱାର୍ଡରୁ ସିପିଆଇ-ସିପିଏମର ପ୍ରାର୍ଥୀ ଗୋଟିଏ ଲେଖାଏଁ ସିଟରେ ଲଢ଼ିବେ । ବାକି ୫୭ଟି ସିଟ୍‌ରେ ଏକାକି ଲଢ଼ିବ କଂଗ୍ରେସ ।