ଗୋବିନ୍ଦପୁରରେ ବିଶ୍ବ ବନ୍ୟ ପ୍ରାଣୀ ଦିବସ | News Room Odisha

ଗୋବିନ୍ଦପୁରରେ ବିଶ୍ବ ବନ୍ୟ ପ୍ରାଣୀ ଦିବସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜିଲ୍ଲା ନେହରୁ ଯୁବ କେନ୍ଦ୍ର ଓ ଗୋବିନ୍ଦପୁର ସତ୍ୟସେବକ ଯୁବ କ୍ଳବ ମିଲିତ ସହଯୋଗରେ ଆଜି ବିଶ୍ବ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏଥିରେ ନେହରୁ ଯୁବ କେନ୍ଦ୍ର ସଦସ୍ୟ ସୁଦର୍ଶନ ଭରାସାଗର ଓ ମନୋରଞ୍ଜନ ଜଗଦଲା , କୃପାସିନ୍ଧୁ ସାହୁ , ପ୍ରଶାନ୍ତ ସାହୁ ଙ୍କ ସହ ଅନ୍ୟାନ୍ୟ ମାନେ ସାମିଲ ହୋଇଥିଲେ ।