ଦଳ ବିରୋଧୀ କାର୍ଯ୍ୟ ପାଇଁ ଦିନକରେ ଦୁଇ ନେତା ବିଜେଡିରୁ ନିଲମ୍ବିତ | News Room Odisha

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦିନକରେ ଦୁଇ ନେତା ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳର କ୍ଷିରୋଦ ବଘାର । ଦଳୀୟ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବିତ କରିଛନ୍ତି । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ସୁନ୍ଦରଗଡର ଅଶୋକ ସାଏଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।