ବିଜେଡିରେ ସାମିଲ ହେଲେ ବିଶିଷ୍ଟ ଶିକ୍ଷାବିତ | News Room Odisha

ବିଜେଡିରେ ସାମିଲ ହେଲେ ବିଶିଷ୍ଟ ଶିକ୍ଷାବିତ

ଭୁବନେଶ୍ୱର – ବିଜେଡିରେ ଯୋଗଦେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଈ । ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଶାନ୍ତି ମଞ୍ଜରୀ ଦେବୀ ।