ଗୀତା ମାହାତ୍ମ୍ୟ: ନୈବ କିଞ୍ଚିତ କରୋମିତୀ ଯୁକ୍ତ ମନ୍ୟେ ତତ୍ତ୍ୱବିତ। ପଶ୍ୟନସୃଣବନ ସ୍ପୃଶନଜିଘ୍ରନ ଅଷ୍ଣନଗଛନ ସ୍ୱପନ ସ୍ୱସନ।। | News Room Odisha

ଗୀତା ମାହାତ୍ମ୍ୟ: ନୈବ କିଞ୍ଚିତ କରୋମିତୀ ଯୁକ୍ତ ମନ୍ୟେ ତତ୍ତ୍ୱବିତ। ପଶ୍ୟନସୃଣବନ ସ୍ପୃଶନଜିଘ୍ରନ ଅଷ୍ଣନଗଛନ ସ୍ୱପନ ସ୍ୱସନ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନୈବ କିଞ୍ଚିତ କରୋମିତୀ ଯୁକ୍ତ ମନ୍ୟେ ତତ୍ତ୍ୱବିତ।
ପଶ୍ୟନସୃଣବନ ସ୍ପୃଶନଜିଘ୍ରନ ଅଷ୍ଣନଗଛନ ସ୍ୱପନ ସ୍ୱସନ।।

ହେ ଅର୍ଜ୍ଜୁନ ! ତତ୍ଵଜ୍ଞା ସାଂଖ୍ୟଯୋଗୀ ଦେଖୁଥିଲେ, ଶୁଣୁଥିଲେ, ଛୁଉଁଥିଲେ,ଶୁଂଘୁଥିଲେ, ଖାଉଥିଲେ, ଯାଉଥିଲେ, ଶୋଉଥିଲେ, ଶ୍ୱାସକ୍ରିୟା ଆଦି କରୁଥିଲେ।

( ଗୀତା ୫ମ ଅ। ୮ମ ଶ୍ଲୋକ )