ସିମେଣ୍ଟ ପିଲରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ , ଚାଳକ ଆହତ | News Room Odisha

ସିମେଣ୍ଟ ପିଲରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ , ଚାଳକ ଆହତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ରାଜପଥର ବିଶାଳପାଲି ବୁଲାଣି ରାସ୍ତାରେ ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ ଏକ କାର ଭାରସାମ୍ୟ ହରାଇ ସିମେଣ୍ଟ ପୋଲରେ ପିଟି ହୋଇଛି । ଫଳରେ ଚାଳକ ଜଣକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ତୁରନ୍ତ ଉଦ୍ଧାର କରିଥିଲେ ।