ସୁନୀତି ମୁଣ୍ଡ୍ ବିଜେପିର ବିଏମସି ମେୟର ପ୍ରାର୍ଥୀ | News Room Odisha

ସୁନୀତି ମୁଣ୍ଡ୍ ବିଜେପିର ବିଏମସି ମେୟର ପ୍ରାର୍ଥୀ

ଭୁବନେଶ୍ୱର- ଭୁବନେଶ୍ଵର ମହାନଗର ନିଗମ ନିର୍ବାଚନ ପାଇଁ ବିଜେପି ମେୟର ପ୍ରାର୍ଥୀ ଘୋଷଣା କରିଛି । ସୁନୀତି ମୁଣ୍ଡ୍ ହେବେ ଦଳର ମେୟର ପ୍ରାର୍ଥୀ । ଦଳର ରାଜ୍ୟ କାର୍ଯ୍ୟାଳୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁନୀତିଙ୍କ ପ୍ରାର୍ଥିତ୍ୱ ଘୋଷଣା କରିଥିଲେ । ପୂର୍ବରୁ ଆଜି ବିଜେଡି ସୁଲୋଚନା ଦାସଙ୍କୁ ବିଏମସି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।