ନନ୍ଦନକାନନରେ ଜଙ୍ଗଲୀ ହାତୀ | News Room Odisha

ନନ୍ଦନକାନନରେ ଜଙ୍ଗଲୀ ହାତୀ

ଭୁବନେଶ୍ୱର- ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ । ନନ୍ଦନକାନନରେ ୨ଟି ଜଙ୍ଗଲୀ ହାତୀ ପଶିବାରୁ ନନ୍ଦନକାନନକୁ ସାମୟିକ ବନ୍ଦ କରି କର୍ତ୍ତୃପକ୍ଷ । ଦାରୁଠେଙ୍ଗ ପଟ ପାଚେରୀ ଭାଙ୍ଗି ହାତୀ ପଶିଛନ୍ତି । ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି । ନନ୍ଦନକାନନ ଏବଂ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀ ହାତୀ ଘଉଡାଇବାରେ ନିୟୋଜିତ ଅଛନ୍ତି ।