ରସିକିଆ ନକଲି ଡାକ୍ତରର ହେବ ପଲିଗ୍ରାଫ ଟେଷ୍ଟ | News Room Odisha

ରସିକିଆ ନକଲି ଡାକ୍ତରର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର- ଠକ ନକଲି ଡାକ୍ତର ରମେଶ ସ୍ବାଇଁର ହେବ ପାଲିଗ୍ରାଫ ଟେଷ୍ଟ । ଆସନ୍ତା ବୁଧବାର ପଲିଗ୍ରାଫ ଟେଷ୍ଟ ପାଇଁ ପୋଲିସକୁ କୋର୍ଟ ଅନୁମତି ଦେଇଛନ୍ତି । ସୋମବାର ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ମହିଳା ଥାନା ପୋଲିସ ।
ତଥ୍ୟ ଲୁଚାଇବା ସହ ଭ୍ରମିତ କରୁଥିବାରୁ ପଲିଗ୍ରାଫ ଟେଷ୍ଟ ଆବେଦନ କରିଥିଲା ପୋଲିସ ।