ଗୀତା ମାହାତ୍ମ୍ୟ: ନାଦତ୍ତେ କସ୍ୟଚିତପାପଂ ନ ଚୈବ ସୁକୃତମ ବିଭୁ। ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତଵଃ।। | News Room Odisha

ଗୀତା ମାହାତ୍ମ୍ୟ: ନାଦତ୍ତେ କସ୍ୟଚିତପାପଂ ନ ଚୈବ ସୁକୃତମ ବିଭୁ। ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତଵଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନାଦତ୍ତେ କସ୍ୟଚିତପାପଂ ନ ଚୈବ ସୁକୃତମ ବିଭୁ।
ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତଵଃ।।

ହେ ଅର୍ଜ୍ଜୁନ ! ସର୍ଵବ୍ୟାପି ପରମେଶ୍ୱର କାହାରି ପାପକର୍ମ, କି କାହାରି ଶୁଭକର୍ମ କୁ ଗ୍ରହଣ କରନ୍ତି ନାହିଁ; କିନ୍ତୁ ଅଜ୍ଞାନଦ୍ୱାରା ଜ୍ଞାନ ଢାଙ୍କି ହୋଇ ରହିଛି; ତେଣୁ ଅଜ୍ଞାନୀ ମନୁଷ୍ୟମାନେ ମୋହିତ ହେଉଛନ୍ତି।

( ଗୀତା ୫ମ ଅ। ୧୫ଶ ଶ୍ଲୋକ )