ଗୀତା ମାହାତ୍ମ୍ୟ: ଇହୈବ ତୈର୍ଜିତଃ ସର୍ଗ ଯେଶାମ ସାମ୍ୟ ସ୍ଥିତଂ ମନଃ। ନିର୍ଦୋଷମ ହି ସମଂ ବ୍ରହ୍ମ ତସ୍ମାଦ ବ୍ରହ୍ମଣୀ ତେ ସ୍ଥିତଃ।। | News Room Odisha

ଗୀତା ମାହାତ୍ମ୍ୟ: ଇହୈବ ତୈର୍ଜିତଃ ସର୍ଗ ଯେଶାମ ସାମ୍ୟ ସ୍ଥିତଂ ମନଃ। ନିର୍ଦୋଷମ ହି ସମଂ ବ୍ରହ୍ମ ତସ୍ମାଦ ବ୍ରହ୍ମଣୀ ତେ ସ୍ଥିତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଇହୈବ ତୈର୍ଜିତଃ ସର୍ଗ ଯେଶାମ ସାମ୍ୟ ସ୍ଥିତଂ ମନଃ।

ନିର୍ଦୋଷମ ହି ସମଂ ବ୍ରହ୍ମ ତସ୍ମାଦ ବ୍ରହ୍ମଣୀ ତେ ସ୍ଥିତଃ।।

ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ମନ ସମ ଭାବରେ ଅବସ୍ଥିତ, ସେମାନଙ୍କ ଦ୍ୱାରା ଏହି ଜୀବିତ ଅବସ୍ଥାରେ ହିଁ ସମଗ୍ର ସଂସାର ବିଜିତ ହୋଇଥାଏ। ଯେହେତୁ ସଚ୍ଚିଦାନନ୍ଦଘନ ପରମାତ୍ମା ନିର୍ଦୋଷମ ଏବଂ ସମ, ତେଣୁ ସେମାନେ ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କ ଠାରେ ହିଁ ଅବସ୍ଥାନ କରିଥାନ୍ତି।

( ଗୀତା ୫ମ ଅ। ୧୯ଶ ଶ୍ଲୋକ )