ଖରସ୍ରୋତା ଅଘଟଣ : ଆଉ ଜଣଙ୍କ ମୃତଦେହ ଉଦ୍ଧାର | News Room Odisha

ଖରସ୍ରୋତା ଅଘଟଣ : ଆଉ ଜଣଙ୍କ ମୃତଦେହ ଉଦ୍ଧାର

ଯାଜପୁର – ବଡ଼ସୁଆର ଖରସ୍ରୋତା ନଦୀର ମଙ୍ଗଳା ଘାଟରେ ବୁଡ଼ିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗତକାଲି ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ୬ ଜଣ ଭାସିଯାଇଥିଲେ । ଗତକାଲି ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।