ଗୀତା ମାହାତ୍ମ୍ୟ: ଯୋଅନ୍ତଃସୁଖ ଅନ୍ତରାରାମସ୍ତଥାନ୍ତରଜ୍ୟୋତିରେବ ଯାଃ। ସ ଯୋଗୀ ବ୍ରହ୍ମ ନିର୍ବାଣମ ବ୍ରହ୍ମଭୁତ ଅଧିଗଛତି।। | News Room Odisha

ଗୀତା ମାହାତ୍ମ୍ୟ: ଯୋଅନ୍ତଃସୁଖ ଅନ୍ତରାରାମସ୍ତଥାନ୍ତରଜ୍ୟୋତିରେବ ଯାଃ। ସ ଯୋଗୀ ବ୍ରହ୍ମ ନିର୍ବାଣମ ବ୍ରହ୍ମଭୁତ ଅଧିଗଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯୋଅନ୍ତଃସୁଖ ଅନ୍ତରାରାମସ୍ତଥାନ୍ତରଜ୍ୟୋତିରେବ ଯାଃ।
ସ ଯୋଗୀ ବ୍ରହ୍ମ ନିର୍ବାଣମ ବ୍ରହ୍ମଭୁତ ଅଧିଗଛତି।।

ହେ ଅର୍ଜ୍ଜୁନ ! ଯେଉଁ ପୁରୁଷ ବ୍ରହ୍ମଭିନ୍ନ ଅନ୍ୟକିଛି ନାହିଁ ବୋଲି ନିଶ୍ଚୟ କରି ସମସ୍ତ ଅନ୍ତରାତ୍ମା ରେ ହିଁ ସୁଖଯୁକ୍ତ, ଆତ୍ମାରେ ରମଣକାରୀ ତଥା ଆତ୍ମାରେ ହିଁ ଜ୍ଞାନଯୁକ୍ତ ଅଟନ୍ତି, ସଚ୍ଚିଦାନନ୍ଦଘନ ପରଂ ବ୍ରହ୍ମପରମାତ୍ମା ଙ୍କ ସହିତ ଏକିଭାଵପ୍ରାପ୍ତ ସେହି ସାଂଖ୍ୟଯୋଗୀ ଶାନ୍ତ ବ୍ରହ୍ମ ଙ୍କୁ ପ୍ରାପ୍ତ ହୋଇଥାନ୍ତି।

( ଗୀତା ୫ମ ଅ। ୨୪ଶ ଶ୍ଲୋକ )