ଶ୍ରୀରାମ ଚରିତ ମାନସ: ରାମ ଚରିତ ଅତି ଅମିତ ମୁନୀସା । କହି ନ ସକହିଂ ସତ କୋଟି ଅହୀସା ॥ ତଦପି ଜଥାଶୃତ କହଉଁ ବଖାନୀ। ସୁମିରି ଗିରାପତି ପ୍ରଭୁ ଧନୁପାନୀ ॥ | News Room Odisha

ଶ୍ରୀରାମ ଚରିତ ମାନସ: ରାମ ଚରିତ ଅତି ଅମିତ ମୁନୀସା । କହି ନ ସକହିଂ ସତ କୋଟି ଅହୀସା ॥ ତଦପି ଜଥାଶୃତ କହଉଁ ବଖାନୀ। ସୁମିରି ଗିରାପତି ପ୍ରଭୁ ଧନୁପାନୀ ॥

॥ ବାଲ କାଣ୍ଡ ॥

ରାମ ଚରିତ ଅତି ଅମିତ ମୁନୀସା ।
କହି ନ ସକହିଂ ସତ କୋଟି ଅହୀସା ॥
ତଦପି ଜଥାଶୃତ କହଉଁ ବଖାନୀ।
ସୁମିରି ଗିରାପତି ପ୍ରଭୁ ଧନୁପାନୀ ॥

ଭାବାର୍ଥ:- ପୁଣି ମହର୍ଷି ଯାଜ୍ଞବଳକ୍ୟ କହିଲେ, ହେ ମୁନୀଶ୍ରେଷ୍ଠ ଭରଦ୍ବାଜ ! ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସୁନ୍ଦର ଚରିତ୍ର ଅତି ବିଶାଳ ଆଉ ବ୍ୟାପକ। ଶହେ କୋଟି ଶେଷନାଗ ମଧ୍ୟ ତାହାର ବର୍ଣ୍ଣନା କରିପାରିବେ ନାହିଁ । ତଥାପି ମୁଁ ଯେପରି ଶୁଣିଛି, ସେହିପରି ବାଣୀର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀ ଆଉ କୋଦଣ୍ଡ ଧାରୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସ୍ମରଣ କରି କହୁଛି ।