ଆଜି ପୌର ନିର୍ବାଚନ ଫଳାଫଳ | News Room Odisha

ଆଜି ପୌର ନିର୍ବାଚନ ଫଳାଫଳ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଆଜି ସକାଳ ୮ ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଜନାଦେଶ ଆଜି ଆସିବ। ଅନ୍ୟପକ୍ଷରେ କାଲିର ଗଣ୍ଡଗୋଳ ପାଇଁ ଭୁବନେଶ୍ୱରରେ ଗଣତି ବିଳମ୍ବ ହୋଇଛି। ମଧ୍ୟାହ୍ନ ସୁଦ୍ଧା ଫଳାଫଳ ଆସିବା ସମ୍ଭାବନା ରହିଛି ।