ପୌର ଫଇସଲା ପ୍ରାରମ୍ଭିକ ଟ୍ରେଣ୍ଡ | News Room Odisha

ପୌର ଫଇସଲା ପ୍ରାରମ୍ଭିକ ଟ୍ରେଣ୍ଡ

ଭୁବନେଶ୍ୱର- ସକାଳ ୮ରୁ ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି ।।ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ୧୬ ଆସନରେ ବିଜେଡି ଆଗୁଆ, ୩ ଆସନରେ ବିଜେପି ଓ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ । କଂଗ୍ରେସ ଏଯାବତ କୌଣସି ସ୍ଥାନରେ ଆଗୁଆ ନାହିଁ ।