ପୌର ରାୟ | News Room Odisha

ପୌର ରାୟ

ଭୁବନେଶ୍ୱର- ପ୍ରାରମ୍ଭିକ ଟ୍ରେଣ୍ଡରେ କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ପ୍ରାର୍ଥୀ ଯଥେଷ୍ଟ ଆଗୁଆ ରହିଛନ୍ତି । ଏବେସୁଦ୍ଧା ୩୮୩ ଆସନରେ ବିଜେଡି, ୬୮ ଆସନରେ ବିଜେପି, ୩୨ ଆସନରେ କଂଗ୍ରେସ ଓ ୩୦ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି ।