ପୌର ଫଳାଫଳ: ବିଜେଡି ୫୭ପୈ।ରାଧ୍ୟକ୍ଷ ଆସନରେ ଆଗୁଆ | News Room Odisha

ପୌର ଫଳାଫଳ: ବିଜେଡି ୫୭ପୈ।ରାଧ୍ୟକ୍ଷ ଆସନରେ ଆଗୁଆ

ଭୁବନେଶ୍ୱର- ୧୦୮ ପୈ।ରାଧ୍ୟକ୍ଷ ଆସନ ମଧ୍ୟରୁ ୮୮ ଆସନର ଟ୍ରେଣ୍ଡ ଅନୁସାରେ ବିଜେଡି ୫୭ଟିରେ ଆଗୁଆ ଥିବାବେଳେ ୧୯ଟି ଆସନରେ ବିଜେପି ଆଗୁଆ ରହିଛି । କଂଗ୍ରେସ ୫ଟି ଆସନରେ ଆଗୁଆ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ୭ଟି ଆସନରେ ଆଗୁଆ ରହିଛନ୍ତି ।