ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱର | News Room Odisha

ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱର

ଭୁବନେଶ୍ଵର- ଆଜି ନବୀନ ନିବାସରେ ରାତି ୮.୩୦ରୁ ୯ଟା ୩୦ ମିନିଟ ଯାଏ ଅର୍ଥ ଆୱର ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସମସ୍ତଙ୍କୁ ଏହି ମହାନ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।