ଦୁଇଦିନିଆ ଭାରତ ବନ୍ଦରେ ରାଜ୍ୟ ର ୧୦ ସଂଗଠନ ସାମିଲ | News Room Odisha

ଦୁଇଦିନିଆ ଭାରତ ବନ୍ଦରେ ରାଜ୍ୟ ର ୧୦ ସଂଗଠନ ସାମିଲ

ଭୁବନେଶ୍ୱର – କେନ୍ଦ୍ରର କୃଷକ ମାରଣ ନୀତି ପ୍ରତିବାଦରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଓଡ଼ିଶାର ୧୦ଟି ସଂଗଠନ ସାମିଲ ହୋଇଛନ୍ତି । ବନ୍ଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଓ ଅଫିସ ଆଦି ବନ୍ଦ ରହିବ । ଜରୁରୀ ସେବା ଧର୍ମଘଟରୁ ବାଦ ଦିଆଯାଇଛି । ଦୁଇ ଦିନିଆ ଭାରତ ବନ୍ଦ ଯୋଗୁଁ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରୀକ୍ଷା ଘୁଞ୍ଚିଛି ।