ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମନୋଜ ମିଶ୍ର କେନ୍ଦ୍ର ଯୁଗ୍ମ ସଚିବ ସ୍ତରୀୟ ପାହ୍ୟା ପାଇଁ ତାଲିକାଭୁକ୍ତ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମନୋଜ ମିଶ୍ର କେନ୍ଦ୍ର ଯୁଗ୍ମ ସଚିବ ସ୍ତରୀୟ ପାହ୍ୟା ପାଇଁ ତାଲିକାଭୁକ୍ତ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମନୋଜ ମିଶ୍ର କେନ୍ଦ୍ର ସରକାରଙ୍କ ଦ୍ଵାରା ଯୁଗ୍ମ ସଚିବ ବା ଏହି ସଚିବ ସ୍ତରୀୟ ପଦବୀ ପାଇଁ ତାଲିକାଭୁକ୍ତ ହୋଇଛନ୍ତି । ମନୋଜ ମିଶ୍ର ହେଉଛନ୍ତି ୨୦୦୦ ମସିହା ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ୍ ଅଫିସର । ବର୍ତମାନ ସେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ , ଆଇଟି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଚିବ ବି ଅଛନ୍ତି ।