ଶ୍ରୀମନ୍ଦିରରେ ରୋଷଘରେ ଭଙ୍ଗାରୁଜା | News Room Odisha

ଶ୍ରୀମନ୍ଦିରରେ ରୋଷଘରେ ଭଙ୍ଗାରୁଜା

ପୁରୀ- ଶ୍ରୀମନ୍ଦିରରେ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ୮୦ଟି ଚୁଲାକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ଧୋପଖାଳ ବେଳେ ଚୁଲା ଭଙ୍ଗା ହୋଇଥିବା ଆଶଙ୍କା କରାଯାଉଛି । ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ ହୋଇଛି ।