ଯାଞ୍ଚ ପାଇଁ ୨ଜଣିଆ ଟିମ୍ ଗଠିତ | News Room Odisha

ଯାଞ୍ଚ ପାଇଁ ୨ଜଣିଆ ଟିମ୍ ଗଠିତ

ପୁରୀ – ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଦାୟିତ୍ବରେ ଥିବା ୩ ସେବାୟତ ଓ ଜେଟିପିଙ୍କୁ ଚାଲିଛି ଜେରା । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍ ରିପୋର୍ଟ ଦେବ ବୋଲି ସୂଚନା ମିଳିଛି ।