ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜୌଂ ଅନୀହ ବ୍ୟାପକ ବିଭୁ କୋଊ ।
କହହୁ ବୁଝାଇ ନାଥ ମୋହି ସୋଊ ॥
ଅଗ୍ୟ ଜାନି ରିସ ଉର ଜନି ଧରହୁ ।
ଜେହି ବିଧି ମୋହ ମିଟୈ ସୋଇ କରହୁ ॥

ଭାବାର୍ଥ :- ପାର୍ବତୀ ଦେବୀ ଶ୍ରୀଶିବଙ୍କୁ ପଚାରିଲେ, ଯଦି ଏ ସଂସାରରେ କେହି ସମସ୍ତ ଇଚ୍ଛାରୁ ମୁକ୍ତ, ବ୍ୟାପକ ଆଉ ସର୍ବ ସମର୍ଥ ବ୍ରହ୍ମ ଆଉ କିଏ ଅଛନ୍ତି, ତେବେ ହେ ନାଥ ! ମୋତେ ସେହି କଥା ବୁଝାଇ କୁହନ୍ତୁ । ମୋତେ ଅବୁଝା କିଶୋରୀ ରୁପେ ଗ୍ରହଣକରି ମନରେ କ୍ରୋଧ କରନ୍ତୁ ନାହିଁ । ଯେପରି ମୋର ସମସ୍ତ ମୋହଗ୍ରସ୍ତ ଦ୍ବନ୍ଦ ଦୂର ହେବ ସେହିପରି ବୁଝାଇ କୁହନ୍ତୁ ।