ପୁରୁଷ ହକି ୱାର୍ଲ୍ଡ କପ୍ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ | News Room Odisha

ପୁରୁଷ ହକି ୱାର୍ଲ୍ଡ କପ୍ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମ୍‌ରେ ସ୍ବତନ୍ତ୍ର ଉତ୍ସବରେ ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିରସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ବିଶ୍ଵକପ୍‌ ହକି ।