ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପୁନି ପ୍ରଭୁ କହହୁ ସୋ ତତ୍ବ ବଖାନୀ ।
ଜେହିଂ ବିଗ୍ୟାନ ମଗନ ମୁନି ଗ୍ୟାନୀ ॥
ଭଗତି ଗ୍ୟାନ ବିଗ୍ୟାନ ବିରାଗା ।
ପୁନି ସବ ବରନହଙ ସହିତ ବିଭାଗା ॥

ଭାବାର୍ଥ :- ହେ ପ୍ରଭୁ ! ଆପଣ ପୁନଃ ସେହି ତତ୍ବକୁ ବୁଝାଇ କୁହନ୍ତୁ, ଯାହିକୁ ଅନୁଭବ କରିବା ପାଇଁ, ଜ୍ଞାନୀ ମୁନୀଗଣ ସଦା ସର୍ବଦା ମଗନ ରହିଥାଆନ୍ତି ଆଉ ଜ୍ଞାନ, ବିଜ୍ଞାନ, ଭକ୍ତି ଓ ବୈରାଗ୍ୟ ଆଦି ବିଷୟରେ ବିଷଦ ଭାବରେ ବର୍ଣ୍ଣନା କରିକୁହନ୍ତୁ ।