ଏଥର ଖରାଛୁଟି ମାତ୍ର ୧୧ ଦିନ | News Room Odisha

ଏଥର ଖରାଛୁଟି ମାତ୍ର ୧୧ ଦିନ

ଭୁବନେଶ୍ୱର- ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତ୍ତି । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ।

ମେ ୧ରୁ ଜୁନ ୫ ଯାଏଁ ସକାଳ ୬ରୁ ୯ ଯାଏ ପାଠପଢ଼ା ହେବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଜାରି ରହିବ ସକାଳୁଆ ସ୍କୁଲ । ଏପ୍ରିଲ ୨୦ ସୁଦ୍ଧା ସରିବ ପ୍ରଥମରୁ ଅଷ୍ଟମ କ୍ଲାସ ପ୍ରମୋସନ ପ୍ରକ୍ରିୟା । ଆଡମିଶନ ଏବଂ ରିଆଡମିଶନ ପ୍ରକ୍ରିୟା ଏପ୍ରିଲ ୨୦ରୁ ୩୦ ମଧ୍ୟରେ ସରିବ ।