ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବଂଦଉଁ ବାଲରୂପ ସୋଇ ରାମୁ ।
ସବ ସିଧି ସୁଲଭ ଜପତ ଜିସୁ ନାମୁ ॥
ମଂଗଲ ଭବନ ଅମଂଗଲ ହାରୀ ।
ଦ୍ରବଉ ସୋ ଦସରଥ ଅଜିର ବିହାରୀ ॥

ଭାବାର୍ଥ :- ଶ୍ରୀଶିବ କହିଲେ, ମୁଁ ସେହି ଶ୍ରୀରାମଚନ୍ଦ୍ରଙ୍କର ବାଳୁତ ରୂପକୁ ହିଁ ବନ୍ଦନା କରୁଛି, ଯାହାଙ୍କର ନାମ ଜପ କଲେ ସମସ୍ତ ସିଦ୍ଧି ସହଜରେ ମିଳିଯାଏ । ଯିଏ ସର୍ବ ମଙ୍ଗଳମୟ ଧାମ ଅଟନ୍ତି, ଯିଏ ସମସ୍ତ ଅମଙ୍ଗଳ କୁ ହରଣ କରିନିଅନ୍ତି, ଶ୍ରୀଦଶରଥ ଙ୍କର କୋଳରେ ଖେଳୁଥିବା ବାଳୁତ ସ୍ବରୂପ ଶ୍ରୀରାମ ଚନ୍ଦ୍ର ମୋ ଉପରେ କୃପା କରନ୍ତୁ ॥