ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –
ସମଂ କାୟଶିରୋଗ୍ରୀଵଂ ଧାରାୟନ୍ନଚଳମ ସ୍ଥିରଃ।
ସଂପ୍ରେକ୍ଷ ନାଶିକାଗ୍ରଂ ସ୍ୱଂ ଦିଶଶ୍ଚନବଲୋକୟନ।।
ହେ ଅର୍ଜ୍ଜୁନ ! ଶରୀର, ଶିର ଏବଂ ଗ୍ରୀବା (ବେକ) ସଳଖ ଓ ଅଚଳ ରଖି ଏବଂ ସ୍ଥିର ହୋଇ, ନିଜ ନାଶିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରି, ଅନ୍ୟ ଦିଗକୁ ନ ଚାହିଁ ……………..
( ଗୀତା ୬ଷ୍ଠ ଅ। )