ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କହହିଂ ତେ ବେଦ ଅସଂମତ ବାନୀ ।
ଜିହ୍ନ କେଁ ସୁଝ ଲାଭୁ ନହିଁ ହାନୀ ॥
ମୁକୁର ମଲିନ ଅରୁ ନୟନ ବିହୀନା ।
ରାମ ରୁପ ଦେଖହିଂ କିମି ଦୀନା ॥

ଭାବାର୍ଥ :- ଆଉ ଯେଉଁମାନଙ୍କୁ ଭଲ ମନ୍ଦର ବିଚାର ଦିଶେ ନାହିଁ, ସେମାନେହିଁ ଏପରି ବେଦ ବିରୁଦ୍ଧ କଥା କହିଥାନ୍ତି । ଯେଉମାନଙ୍କ ହୃଦୟ ରୂପ ଦର୍ପଣ ମଇଳା ଆଉ ଯାହାର ଆଖି ନାହିଁ ବା ଯିଏ ନେତ୍ରହୀନ, ସେମାନେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ରୁପ କିପରି ଦେଖି ପାରିବେ ??