ଗୀତା ମାହାତ୍ମ୍ୟ: ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ | News Room Odisha

ଗୀତା ମାହାତ୍ମ୍ୟ: ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ।

ହେ ଅର୍ଜ୍ଜୁନ ! ମନକୁ ବଶ କରିଥିବା ଯୋଗୀ ଏପରି ଭାବରେ ଆତ୍ମାକୁ ନିରନ୍ତର ମୋର ଅର୍ଥାତ ପରମେଶ୍ୱର ଙ୍କ ସ୍ୱରୂପରେ ଲଗାଇ ମୋଠାରେ ଥିବା ପରମାନନ୍ଦ ପରାକାଷ୍ଠା ରୂପକ ଶାନ୍ତି ପ୍ରାପ୍ତ ହୁଅନ୍ତି।

( ଗୀତା ୬ଷ୍ଠ ଅ। ୧୬ଶ ଶ୍ଲୋକ )