କଳାରାହାଙ୍ଗ ପଂଚାୟତର ଜିଆରଏସ ବାବୁଲି ପଢିଆରୀ ଗିରଫ | News Room Odisha

କଳାରାହାଙ୍ଗ ପଂଚାୟତର ଜିଆରଏସ ବାବୁଲି ପଢିଆରୀ ଗିରଫ

ଭୁବନେଶ୍ଵର – ବନ୍ଧା ହେଲେ ଭୁବନେଶ୍ୱର କଳାରାହଙ୍ଗ ପଂଚାୟତର ଜିଆରଏସ ବାବୁଲି ଚରଣ ପଢ଼ିଆରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାବୁଲିଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗତକାଲି ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢ଼ାଉ ବେଳେ ବାବୁଲିଙ୍କ 59 ଟି ପ୍ଲଟ ଠାବ ହୋଇଥିଲା । ବାବୁଲିଙ୍କ
ରଘୁନାଥପୁରରେ ରହିଛି 3 ମହଲା କୋଠା , 2ଟି ଫ୍ଲାଟ , 4 ଲକ୍ଷ ଟଙ୍କାର କାର, 8 ଲକ୍ଷ 85 ହଜାର ଟଙ୍କା ର ସୁନା ଗହଣା ଓ ବ୍ୟାଙ୍କ ଡ଼ିପୋଜିଟ ।