ଗୀତା ମାହାତ୍ମ୍ୟ: ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ । ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।। | News Room Odisha

ଗୀତା ମାହାତ୍ମ୍ୟ: ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ । ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ ।
ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।।

ହେ ଅର୍ଜ୍ଜୁନ ! ମନକୁ ବଶ କରିଥିବା ଯୋଗୀ ଏପରି ଭାବରେ ଆତ୍ମାକୁ ନିରନ୍ତର ମୋର ଅର୍ଥାତ ପରମେଶ୍ୱର ଙ୍କ ସ୍ୱରୂପରେ ଲଗାଇ ମୋଠାରେ ଥିବା ପରମାନନ୍ଦ ପରାକାଷ୍ଠା ରୂପକ ଶାନ୍ତି ପ୍ରାପ୍ତ ହୁଅନ୍ତି।

( ଗୀତା ୬ଷ୍ଠ ଅ )