ବେଆଇନ ବନ୍ଧୁକ କାରଖାନା ଠାବ | News Room Odisha

ବେଆଇନ ବନ୍ଧୁକ କାରଖାନା ଠାବ

ଖୋର୍ଦ୍ଧା- ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁଠାରେ ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ । ଏକ ପରିତ୍ୟକ୍ତ ଘରେ ଚାଲୁଥିଲା ବନ୍ଧୁକ କାରଖାନା । ୨ ପେଷାଦାର ଅପରାଧୀଙ୍କୁ ପୋଲିସ ଗିରଫ କରିବା ସହ ୩ଟି ବନ୍ଧୁକ, ଅଫୁଟାଗୁଳି, ବିସ୍ଫୋରକ ଓ ବନ୍ଧୁକ ନିର୍ମାଣ ସାମଗ୍ରୀ ଆଦି ଜବତ କରିଛି ।