କାଳବୈଶାଖୀ ପ୍ରଭାବରେ ମିଳିବ ହିଟୱେଭରୁ ଆଶ୍ୱସ୍ତି | News Room Odisha

କାଳବୈଶାଖୀ ପ୍ରଭାବରେ ମିଳିବ ହିଟୱେଭରୁ ଆଶ୍ୱସ୍ତି

ଭୁବନେଶ୍ୱର – କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହିଟୱେଭରୁ ଆଶ୍ୱସ୍ତି ମିଳିବ । ମେ ପ୍ରଥମ ସପ୍ତାହରୁ ଦିନ ତାପମାତ୍ରା କମିବା ସମ୍ଭାବନା ରହିଛି । ଆଗାମୀ ୩ ଦିନ ପରେ ରାଜ୍ୟରେ ୨ ଡିଗ୍ରୀ ଯାଏ ଖସିପାରେ ତାପମାତ୍ରା । ମେ’ ମାସ ୧ରୁ ୨ ତାରିଖ ମଧ୍ୟରେ ଦିନର ତାପମାତ୍ରା ଖସିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।