ଏସସିବିରେ ଲାଗୁ ହେବ ଅନଲାଇନ ସ୍ଲଟ ବୁକି‍ଂ | News Room Odisha

ଏସସିବିରେ ଲାଗୁ ହେବ ଅନଲାଇନ ସ୍ଲଟ ବୁକି‍ଂ

କଟକ – କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ହସ୍ପିଟାଲ ଓପିଡିରେ ଲାଗୁ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ।

ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ବୁକିଂ । ୧୦ ତାରିଖରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ଟିକେଟ୍‌ରେ ରୋଗୀଦେଖା ।

ଅନଲାଇନ୍‌ ଟିକେଟ କରି ପ୍ରିଣ୍ଟ ନେଇ ଓପିଡିକୁ ଆସିପାରିବେ ରୋଗୀ ।