ଗୀତା ମାହାତ୍ମ୍ୟ: ପ୍ରଶାନ୍ତାତ୍ମା ବିଗତିଭି ବ୍ରହ୍ମଚାରୀବ୍ରତେ ସ୍ଥିତଃ। ମନଃ ସଂଯମ୍ୟ ମଚିତ୍ତ୍ୱ ଯୁକ୍ତ ଆସିତ ମତ୍ପରଃ।। | News Room Odisha

ଗୀତା ମାହାତ୍ମ୍ୟ: ପ୍ରଶାନ୍ତାତ୍ମା ବିଗତିଭି ବ୍ରହ୍ମଚାରୀବ୍ରତେ ସ୍ଥିତଃ। ମନଃ ସଂଯମ୍ୟ ମଚିତ୍ତ୍ୱ ଯୁକ୍ତ ଆସିତ ମତ୍ପରଃ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ପ୍ରଶାନ୍ତାତ୍ମା ବିଗତିଭି ବ୍ରହ୍ମଚାରୀବ୍ରତେ ସ୍ଥିତଃ।
ମନଃ ସଂଯମ୍ୟ ମଚିତ୍ତ୍ୱ ଯୁକ୍ତ ଆସିତ ମତ୍ପରଃ।।

ହେ ଅର୍ଜ୍ଜୁନ ! ବ୍ରହ୍ମଚର୍ଯ୍ୟ ବ୍ରତରେ ସ୍ଥିତ, ଭୟଶୁନ୍ୟ, ପ୍ରଶାନ୍ତଚିତ୍ତ୍ୱ ତଥା ସାବଧାନ ଯୋଗୀ ମନକୁ ସଂଯତ କରି, ମୋଠାରେ ଯୁକ୍ତ ଚିତ୍ତ ହୋଇ ଏବଂ ମୋର ପରାୟଣ ହୋଇ ବସିବା ଉଚିତ।

( ଗୀତା ୬ଷ୍ଠ ଅ। )