ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜଗତ ପ୍ରକାସ୍ୟ ପ୍ରକାସକ ରାମୁ ।
ମାୟାଧୀସ ଗ୍ୟାନ ଗୁନ ଧାମୁ ॥
ଜାସୁ ସତ୍ୟତା ତେଂ ଜଡ ମାୟା ।
ଭାସ ସତ୍ୟ ଇବ ମୋହ ସହାୟା ॥

ଭାବାର୍ଥ :-ହେ ପାର୍ବତୀ ! ଏହି ସମ୍ପୂର୍ଣ୍ଣ ଜଗତ ପ୍ରକାଶ୍ୟ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହାର ପ୍ରକାଶକ ଅଟନ୍ତି । ସେ ହିଁ ସମସ୍ତ ମାୟାର ସ୍ବାମୀ ଆଉ ଜ୍ଞାନ ତଥା ଗୁଣର ଧାମ ଅଟନ୍ତି । ଯାହାଙ୍କ ସତ୍ତା ଦ୍ବାରା, ମୋହର ବଶବର୍ତ୍ତୀ ହୋଇ ଜଡରୂପ ମାୟା ମଧ୍ୟ ସତ୍ୟ ରୂପେ ପ୍ରତିଭାସିତ ହୋଇଥାଏ ।