ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରଜତ ସୀପ ମହୁଁ ଭାସ ଜିମି ଜଥା ଭାନୁ କର ବାରି ।
ଜଦପି ମୁଷା ତିହୁଁ କାଲ ସୋଇ ଭ୍ରମ ନ ସକଇ କୋଉ ଟାରି ॥

ଭାବାର୍ଥ :- ଯେପରି ପାଣିରେ ଶିପ ସାମୁକାରେ ରୁପା ର ଆଭାସ ଆଉ ଉତ୍ତପ୍ତ ସୂର୍ଯ୍ୟ କିରଣ ରେ ପାଣିର ଆଭାସ ହୋଇଥାଏ- ପ୍ରତିତି ହୋଇଥାଏ । ଯଦିଓ ତିନି କାଳରେ ଏହି ପ୍ରତିତି ସର୍ବଥା ମିଥ୍ୟା, ତଥାପି ଏହି ଭ୍ରମକୁ କେହିହେଲେ ଲିଭାଇ ପାରିବେ ନାହିଁ ।