ପୁରୀରେ ଏଏସଆଇ ଟିମ | News Room Odisha

ପୁରୀରେ ଏଏସଆଇ ଟିମ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅନୁଧ୍ୟାନ କରିବାକୁ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀଙ୍କ ନେତୃତ୍ବରେ ପୁରୀରେ ପହଞ୍ଚିଛନ୍ତି ୩ ଜଣିଆ ଏଏସଆଇ ଟିମ୍ ।

ଓଡ଼ିଶା ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ ଓ ଜଣେ ବୈଷୟିକ ଯନ୍ତ୍ରୀ ଟିମରେ ସାମିଲ ଅଛନ୍ତି । ଏଏସଆଇ ଟିମ୍‌ ସହ ପୁରୀ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ଅଛନ୍ତି ।