ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବିବସହୁଁ ଜାସୁ ନାମ ନର କହହିଂ ।
ଜନମ ଅନେକ ରଚିତ ଅଧ ଦହହୀଂ ॥
ସାଦର ସୁମିରନ ଜେ ନର କରହୀଂ ।
ଭବ ବାରିଧି ଗୋପଦ ଇବ ତରହୀଂ ॥

ଭାବାର୍ଥ :- ନିଜର ଇଛା ନଥାଇ ଶ୍ରଦ୍ଧା ଭକ୍ତି ବିନା ମଧ୍ୟ ଯଦି କେହି ବିବସତା ବସତଃ ଶ୍ରୀରାମଙ୍କ ନାମ ଜପ କଲେ ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ । ଆଉ ଯେଉଁ ମନୁଷ୍ୟମାନେ ଆଦରପୁର୍ବକ ତାଙ୍କର ସ୍ମରଣ କରିଥାନ୍ତି, ସେମାନେ ଏହି ସଂସାର ରୂପକ ଭୟଙ୍କର ସମୁଦ୍ରକୁ ଗାଇର ଖୁରା ଚିହ୍ନରେ ହୋଇଥିବା ଜଳାଶୟ କୁ ପାରିହେବା ପରି ବିନା କୌଣସି କଠିନ ପରିଶ୍ରମ ରେ ପାର ହୋଇଯାଆନ୍ତି ।