ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରାମ ସୋ ପରମାତମା ଭବାନୀ ।
ତହଁ ଭ୍ରମ ଅତି ଅବିହିତ ତବ ବାନୀ ॥
ଅସ ସଂସୟ ଆନତ ଉର ମାହୀଁ ।
ଗ୍ୟାନ ବିରାଗ ସକଲ ଗୁନ ଜାହୀଂ ॥

ଭାବାର୍ଥ :- ହେ ପାର୍ବତୀ ! ସେହି ପରମାତ୍ମା ଶ୍ରୀରାମ ହିଁ ଅଟନ୍ତି । ତାଙ୍କ ଠାରେ ଭ୍ରମ ବା ତୃଟି ଦେଖାଯାଏ ଏପରି ତୁମେ କହିବା ବିଲକୁଲ ଅନୁଚିତ । ଏହି ପ୍ରକାର ର ସଂଶୟକୁ ମନରେ ଆଣିବା ମନୁଷ୍ୟର ଜ୍ଞାନ ବୈରାଗ୍ୟ ଆଦି ସମସ୍ତ ସଦଗୁଣ ନଷ୍ଟ ହୋଇଯାଏ ।