ବାତ୍ୟା ନେଇ ଚିତ୍ର ଅସ୍ପଷ୍ଟ : ଆଇଏମଡି ଡିଜି | News Room Odisha

ବାତ୍ୟା ନେଇ ଚିତ୍ର ଅସ୍ପଷ୍ଟ : ଆଇଏମଡି ଡିଜି

ନୂଆଦିଲ୍ଲୀ – ବାତ୍ୟା ନେଇ ଚିତ୍ର ଏବେ ଅସ୍ପଷ୍ଟ ରହିଛି । କୌଣସି ରାଜ୍ୟକୁ କିଛି ସତର୍କ ସୂଚନା ଦିଆଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ କାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।