ଶ୍ରୀରିମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସିଦ୍ଧ ତପୋଧନ ଜୋଗିଜନ ସୁର କିଂନର ମୁନିବୃନ୍ଦ ।
ବସହିଂ ତହାଁ ସୁକୃତୀ ସକଲ ସେବହିଂ ସୀବ ସୁଖକଂଦ ॥

ଭାବାର୍ଥ :- ସେହି କୈଳାଶ ଧାମରେ ସିଦ୍ଧ ତପସ୍ବୀଗଣ ଯୋଗୀମାନେ, ଦେବତା ଓ କିନ୍ନର ଆଦି ସମୁହ ନିବାସ କରନ୍ତି । ସେମାନେ ସମସ୍ତେ ବହୁତ ପୁଣ୍ୟାତ୍ମା ଅଟନ୍ତି ଆଉ ଆନନ୍ଦକନ୍ଦ ଶ୍ରୀମହାଦେବଙ୍କର ସେବା କରିଥାଆନ୍ତି ।