ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବୈଠେ ସୋହ କାମରିପୁ କୈସେଂ ।
ଧରୈଂ ସରୀରୁ ସାଂତରସୁ ଜୈସେଂ ॥
ପାରବତୀ ଭଲ ଅବସରୁ ଜାନୀ ।
ଗଈ ସଂଭଙ ପହିଂ ମାତୁ ଭବାନୀ ॥

ଭାଵାର୍ଥ :- କାମଦେବଙ୍କ ଶତ୍ରୁ ଶ୍ରୀଶିବ ସେହି ବଟ ବୃକ୍ଷ ତଳେ ବସି ଶୋଭାୟମାନ ଥିଲେ, ସତେ ଯେପରି ଶାନ୍ତଶୀତଳ ରସ ସୁନ୍ଦର ଶରୀର ଧାରଣ କରି ବସିଛନ୍ତି । ପ୍ରଭୁଙ୍କର ଶାନ୍ତ ରୁପ ଭଲ ସୁଜୋଗ ଜାଣିପାରି ଶୀବପତ୍ନୀ ମାତା ପାର୍ବତୀ ଶ୍ରୀଶିବଙ୍କ ନିକଟକୁ ଗଲେ ।