ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କରହିଂ ଗାନ ବହୁ ତାନ ତରଂଗା ।
ବହୁବିଧି କ୍ରୀଡହୀଂ ପାନ ପତଂଗା ॥
ଦେଖି ସହାୟ ମଦନ ହରଷାନା ।
କିହ୍ନେସି ପୁନି ପ୍ରପଂଚ ବିଧି ନାନା ॥

ଭାବାର୍ଥ :- ସେହି ରୁପସି ଦେବାଙ୍ଗନାମାନେ ନାନା ପ୍ରକାର କଟାକ୍ଷ ଗୁଡିକୁ ସଂଗୀତମୟ ତାଳରେ ଗାଇବାକୁ ଲାଗିଲେ ଆଉ ହାତରେ କନ୍ଦୁଟ ନେଈ ନାନା ପ୍ରକାରର ଖେଳ ଖେଳିବାକୁ ଲାଗିଲେ । କାମଦେବ ନିଜର ଏହି ସହାୟିକା ମାନଙ୍କୁ ଦେଖି ବହୁତ ଆନନ୍ଦିତ ହେଲେ, ଆଉ ସେ ନିଜେ ନାନା ପ୍ରକାରର ମାୟାଜାଲରେ ନାରଦଙ୍କର ତପସ୍ୟା ଭାଙ୍ଗିବାର ପ୍ରୟାସ କଲେ ।