ବ୍ରଜରାଜନଗର ଉପ ନିର୍ବାଚନ: ବୃହତ ବିଜୟ ଅଭିମୁଖେ ବିଜେଡି | News Room Odisha

ବ୍ରଜରାଜନଗର ଉପ ନିର୍ବାଚନ: ବୃହତ ବିଜୟ ଅଭିମୁଖେ ବିଜେଡି

ଝାରସୁଗୁଡା: ବ୍ରଜରାଜନଗର ଉପ ନିର୍ବାଚନର ଭୋଟ ଗଣତିରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପୁଣି ଏକତରଫା ବିଜୟ ଅଭିମୁଖେ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇଛି। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି 18 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଆଗୁଆ ରହିଛନ୍ତି।

ବ୍ରଜରାଜନଗର ଉପ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଅଗ୍ରସର ହେଉଛନ୍ତି। ପଂଚମ ରାଉଣ୍ଡ ସୁଦ୍ଧା 18038 ଭୋଟରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ଆଗରେ ରହିଛନ୍ତି।