ମହାପ୍ରଭୁ ତାଙ୍କ କାମ ନିଜେ କରୁଛନ୍ତି : ପ୍ରଣବ ପ୍ରକାଶ ଦାସ | News Room Odisha

ମହାପ୍ରଭୁ ତାଙ୍କ କାମ ନିଜେ କରୁଛନ୍ତି : ପ୍ରଣବ ପ୍ରକାଶ ଦାସ

ପୁରୀ – ମହାପ୍ରଭୁ ତାଙ୍କ କାମ ନିଜେ କରୁଛନ୍ତି । ଯାହା ଜଗନ୍ନାଥ ଚାହିଁଛନ୍ତି କରାଉଛନ୍ତି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଆଗତ ଦୁଇଟି ପିଟିସନ ସୁପ୍ରିମକୋର୍ଟ ଖାରଜ କରିଦେଲା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ ।