ମୁଖ୍ୟମନ୍ତ୍ରୀଙ୍କ ଶୀତଳଷଷ୍ଠୀ ଓ ଶିବ ବିବାହ ଶୁଭେଚ୍ଛା | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଶୀତଳଷଷ୍ଠୀ ଓ ଶିବ ବିବାହ ଶୁଭେଚ୍ଛା

ଭୁବନେଶ୍ୱର – ପବିତ୍ର ଶୀତଳ ଷଷ୍ଠୀ ତଥା ଶିବ ବିବାହ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବ ଦମ୍ପତ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।